ଜାତୀୟ ରାଜପଥ 71

ଉଇକିପିଡ଼ିଆ‌ରୁ

National Highway 71 marker

ଜାତୀୟ ରାଜପଥ 71
National Highway 71
Major junctions
West end:Madanpalle
East end:Nayudupeta Road
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଜାତୀୟ ରାଜପଥ 71), (ପୂର୍ବତନ ଜାତୀୟ ରାଜପଥ 205 ), ଏକ ଭାରତୀୟ ଜାତୀୟ ରାଜପଥ । ଏହା ସମ୍ପୂର୍ଣ ଭାବରେ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ । ଏହାର ପଶ୍ଚିମ ଟର୍ମିନାଲ ଜାତୀୟ ରାଜପଥର ସଂଯୁକ୍ତ ସ୍ଥଳ ମଦନପଲ୍ଲେଠାରେ ଥିବା ବେଳେ ଏହାର ଶେଷ ରଣିଗୁନ୍ଥାଠାରେ ଜାତୀୟ ରାଜପଥ 716ଠାରେ ମିଶି ଥିବା ସ୍ଥଳରେ ହେଇଛି । [୧]

ପଥ [ସମ୍ପାଦନା]

Iମଦନାପଲ୍ଲେରୁ ଆରମ୍ଭ ହେଇ ଏହା ପିଳେରୁ , ତିରୁପତି , ରାନୀଗୁନ୍ଥା , ଯେର୍ପେଡୁ ହେଇ ନଯାଦୁପେତ୍ତ ରୋଡରେ ସମାପ୍ତ ହୁଏ । ଏହାର ସମୁଦାଯ ଦୈର୍ଘ୍ୟ 191 କିଲୋମିଟର । [୨]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Rationalisation of Numbering Systems of National Highways" (PDF). New Delhi: Department of Road Transport and Highways. Archived from the original (PDF) on 1 February 2016. Retrieved 3 April 2012.
  2. "List of National Highways passing through A.P. State". Roads and Buildings Department. Government of Andhra Pradesh. Archived from the original on 28 March 2016. Retrieved 11 February 2016.