ଫାଲୋଡ଼ି
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Phalodi | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
Elevation | 302 m (991 ft) |
Population (2001) | |
• Total | ୪୪,୭୫୬ |
ଭାଷା | |
• ସରକାରୀ | hindi |
Time zone | UTC+5:30 (IST) |
PIN | 342301 |
ଫାଲୋଡ଼ି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଜୋଧ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଫାଲୋଡ଼ି ୨୭.୧୩୧୦ ଉତ୍ତର ଅକ୍ଷାଂଶ ଓ ୭୨.୩୬୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫାଲୋଡ଼ି ସହରର ମୋଟ ଜନସଂଖ୍ୟା ୪୪୭୫୬ ଅଟେ ।[୨] ସେଥି ମଧ୍ୟରୁ ୫୨.୫୨% ଜଣ ପରୁଷ ହୋଇଥିବା ବେଳେ ୪୭.୪୮% ଜଣ ନାରୀ ଅଟନ୍ତି । ଫାଲୋଡ଼ିର ସାକ୍ଷରତା ହାର ୫୭.୭୮% ଅଟେ । ଏହା ଜାତୀୟ ହାରଠାରୁ ୭.୦୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୧୮% ପ୍ରତିଶତ ପୁରୁଷ ଓ ୨୧.୬୦% ନାରୀ ଅଟନ୍ତି । ୧୭.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ଫାଲୋଡ଼ିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.